ରଜ୍ଜୁ ଦାଳକ Rajju dāḻaka

  • ସଂ. ବି — ଏକ ଜାତୀୟ ବନ୍ୟ କୁକୁଟ — A kind of wild fowl (Apte)
  • ସଂ. ବି — ଜଳଚର ପକ୍ଷିବିଶେଷ — A kind of aquatic bird
  • ସଂ. ବି — [ଦ୍ର—ଏହାର ମାଂସ ଖାଇବା ଶାସ୍ତ୍ରରେ ନିଷିଦ୍ଧ—ହି. ଶ]