ରଜା Rajā

  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ରାଜା; ନରପତି — King
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ଗଞ୍ଜପା ସାରର ଦ୍ୱାଦଶ ସଂଖ୍ୟାନିର୍ଦ୍ଦିଷ୍ଟ ସାର (ଏଥିରେ ରଜାଙ୍କ ରୂପ ଚିତ୍ରିତ ଥାଏ) — The 1th card in a set of country cards
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ତାସ୍ ଖେଳରେ 13 ସଂଖ୍ୟାର ତାସ୍; ସାହେବ — ତାସ୍ ଖେଳରେ1ସଂଖ୍ୟାର ତାସ୍; ସାହେବ— . The king of cards
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ସର୍ବଶ୍ରେଷ୍ଠ ବ୍ଯକ୍ତି — An eminent person
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — [ଉ—ବ୍ରାହ୍ମଣ ଚାରି ବର୍ଣ୍ଣରେ ରଜା—ଢ଼ଗ।]
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ବହୁ ମଧ୍ୟରେ ପ୍ରଧାନ — Chief amongst many
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — [ଉ—ବାଳିଆ ମାଛ ଥାଇ ବୋଇଲା ମୁଁ ମାଛଙ୍କ ଭିତରେ ରଜା—ଢ଼ଗ।]
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — [ଦ୍ର—ହିନ୍ଦୁମାନେ ରାଜାଙ୍କୁ ଦେବତାରୂପେ ମାନନ୍ତି, ଏଥିପାଇଁ ସାଧାରଣଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ ବ୍ଯବହାର କରାଯାଏ ରାଜାଙ୍କ ପ୍ରତି ସେ ଶବ୍ଦମାନ ବ୍ଯବହୃତ ହୁଏ ନାହିଁ। ରାଜାଙ୍କର ଦୈନିକ କ୍ରିୟାକଳାପକୁ 'ନିତି' ବୋଲା ଯାଏ। ଭିନ୍ନ ଭିନ୍ନ ନିତିମାନଙ୍କର ମଧ୍ୟ ବିଶେଷ ବିଶେଷ ନାମ ଅଛି। ରାଜାଙ୍କ ଘରଦ୍ୱାର, ହାତୀ ଓ ଘୋଡ଼ା ଇତ୍ୟାଦିଙ୍କର ମଧ୍ୟ ସ୍ୱତନ୍ତ୍ର ନାମ ଅଛି। ରାଜାଙ୍କୁ ଛାମୁ, ମଣିମା, ଗୋସେଈଁ, ହଜୁର୍ ବୋଲି ସମ୍ବୋଧନ କରାଯାଏ। ଏଠାରେ ଉଦାହରଣ ସ୍ୱରୂପ ରାଜାଙ୍କ ସମ୍ବନ୍ଧେ ବ୍ଯବହୃତ କେତେକ ଶବ୍ଦ ଓ ବାକ୍ୟ ଦିଆଗଲା
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ରଜାଙ୍କ ନିକଟ—ରଜାଙ୍କ ଛାମୁ
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ରଜାଙ୍କ ଘର—ନଅର, ନବର
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ରଜାଙ୍କ ଅନ୍ତଃପୁର—ଉଆସ, ନହର, ଅନ୍ତଃପୁର
  • ଦେ. ବି. ପୁଂ—(ସଂ. ରାଜନ୍ ଶବ୍ଦର 1 ମା 1 ବ ରାଜା; ଢୁଳ ତେ. ରାଜୁ) — ରଜାଙ୍କ ଅଗଣା—ପାଟ ଅଗଣା।