ରଜାପ୍ରଜା ସମ୍ପର୍କ Rajāprajā saṁparka
- ଦେ. ବି (କଚିରିଆ ଭାଷା) — ଜମିଦାର ଓ ରଇତ ମଧ୍ୟରେ ଥିବା ସମ୍ବନ୍ଧ; କୌଣସି ରଇତ ସଙ୍ଗେ ଉକ୍ତ ବୃତ୍ତିର ଜମିଦାରଙ୍କର ଥିବା ସମ୍ବନ୍ଧ — Relationship of landlord and tenant between two persons
- ଦେ. ବି (କଚିରିଆ ଭାଷା) — [ଦ୍ର—ଜଣେ ବ୍ଯକ୍ତି ଜଣେ ରଇତ ନାମରେ ବାକି ଖଜଣା ପାଇଁ ନାଲିସ କଲେ, ଯଦ୍ୟପି ଅନ୍ଯ ଜଣେ ଉକ୍ତ ବୃତ୍ତିର ଜମିଦାର ହୋଇଥାଏ, ତେବେ ଉକ୍ତ ରଇତ ଜବାବ୍ ଦିଏ ଯେ ବାଦୀଙ୍କ ସଙ୍ଗେ ମୋର 'ରଜା ପ୍ରଜା ସମ୍ପର୍କ' ନାହିଁ।]