ରଜସ୍ୱଳ Rajaswaḻa

  • ସଂ. ବିଣ. ପୁଂ (ରଜସ୍+ବିଦ୍ୟାମାନାର୍ଥେ. ବଳ) — ଧୂଳିମୟ — Dusty
  • ସଂ. ବିଣ. ପୁଂ (ରଜସ୍+ବିଦ୍ୟାମାନାର୍ଥେ. ବଳ) — ଧୂଳିରେ ଆବୃତ — Covered with dust
  • ସଂ. ବିଣ. ପୁଂ (ରଜସ୍+ବିଦ୍ୟାମାନାର୍ଥେ. ବଳ) — ରଜୋଗୁଣବିଶିଷ୍ଟ — Passionate; emotional
  • ସଂ. ବି — ମହିଷ — Buffalo