ରଜସ୍ତମସ୍କ Rajastamaska

  • ସଂ. ବିଣ. ପୁଂ — ରଜୋଗୁଣ ଓ ତମୋଗୁଣ ଦ୍ୱାରା ଅଧିକୃତ ବା ପ୍ରଭାବିତ — (a man or thing) Under the influence of the 2 qualities Rajas and Tamas