ରଜତ ଡ୍ୟୁତି Rajata dyuti
- ସଂ. ବି — ( 6 ଷ୍ଠୀ ତତ୍) ରୂପାପରି ଆଭା — (6ଷ୍ଠୀ ତତ୍) ରୂପାପରି ଆଭା—. A glitter like that of silver; silvery lustre
- ସଂ. ବି — (ବହୁବ୍ରୀହି) ହନୁମାନ୍ — Hanumān, the monkey hero
- ସଂ. ବିଣ — ରୂପାପରି ଆଭା ବିଶିଷ୍ଟ; ରଜତାଭ — Glittering like silver; silvery