ରଜତ ଗିରି Rajata giri
- ସଂ. ବି — ହିମାଳୟର ଉତ୍ତରସ୍ଥ କୈଳାସ ପର୍ବତ — The Ka̲i̱ḻāsa mountain lying to the north of the Himalayas
- ସଂ. ବି — [ଦ୍ର—ଏହା ହିମାଳୟର ଉତ୍ତରରେ ତିବତରେ ସ୍ଥିତ। ଏହା ନିକଟରେ ମାନସରୋବର ଓ ଏହି ପର୍ବତର ଶିଖର ମହାଦେବଙ୍କ ବାସସ୍ଥାନ ବୋଲି ବର୍ଣ୍ଣିତ। ଫଳତଃ ଏଥିର ଚିରତୁଷାରାବୃତ ଶୃଙ୍ଗ ରଜତ ପରି ଦେଖା ଯିବାରୁ ଏହି ନାମକରଣ ହୋଇଅଛି।]