ରଜତ କାନ୍ତି Rajata kānti

  • ସଂ. ବି—( 6 ଷ୍ଠୀ ତତ୍) — ରୂପାର ବର୍ଣ୍ଣ — Silvery whiteness
  • ସଂ. ବିଣ—(ବହୁବ୍ରୀହି) — ରୂପୁଲି ରଙ୍ଗ ବିଶିଷ୍ଟ — Silvery; white as silver; glittering like silver