ରଚିତ ଶିଖର Rachita ṡikhara

  • ସଂ. ବିଣ. ପୁଂ (ବହୁବ୍ରୀହି; ରଚିତ+ଶିଖର) — ଯାହାର ମସ୍ତକ ବା ଶିରୋଦେଶ ଅଳଙ୍କୃତ ହୋଇ— ଅଛି — Having the summit adorned; having the head decorated (M.W.)