ରଚନା Rachanā

  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ରଚନ; ନିର୍ମାଣ; ଗଠନ — Building; structure
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ଖଞ୍ଜିବା; ସଜାଇବା; ବିନ୍ୟାସ — Arrangement; arraying; methodical arrangement
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — (ମାଲ୍ୟାଦି) ଗୁମ୍ଫନ; ଗ୍ରନ୍ଥନ — Stringing together
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — (କେଶାଦିର) ଅଳଙ୍କରଣ; କେଶ— ବେଶ କରଣ; ପ୍ରସାଧନ — Decoration (of the hair); hair-dressing
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — (ଗ୍ରନ୍ଥ, ପଦ୍ଯ ଆଦି) ଗଢ଼ିବା; ଗଦ୍ୟପଦ୍ୟମୟ ବାକ୍ୟର ବିନ୍ୟାସ — Literary composition
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ଯୁଦ୍ଧାର୍ଥ ଶ୍ରେଣୀବନ୍ଧନ ପୂର୍ବକ ସୈନ୍ୟବିନ୍ୟାସ — Arraying of troops in order of battle; battle array
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ଚମତ୍କାର ସର୍ଜନ; ଆବିଷ୍କରଣ — Invention
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ମିଥ୍ୟା କଥାକୁ ଫାନ୍ଦି କରି ସତ ପରି ଉପସ୍ଥାପିତ କରିବା — Fabrication
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — (+ କର୍ମ ଅନ; ଯାହାକୁ ରଚନ କରାଯାଏ) ରଚିତ ଗ୍ରନ୍ଥ ବା ଲେଖ — Literary work or production
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ବିନ୍ୟସ୍ତ କେଶ; କେଶବେଶ — Coiffure; dressed hair
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ସୃଷ୍ଟ ବସ୍ତୁ — Created thing
  • ସଂ. ବି. (ରଚ୍ ଧାତୁ+ଭାବ ଅନ+ଆ) — ରଚିତ ବ୍ୟୂହ — Array of troops