ରଙ୍ଗଡ଼ାଳିମ୍ବା Raṅga ḍāḻimbā

  • ଦେ. ବି — ଏକପ୍ରକାର ଈଷତ୍ ରକ୍ତବର୍ଣ୍ଣ କନ୍ଦା ପଥର — A kind of reddish smooth sandstone
  • ଦେ. ବି — [ଦ୍ର—ଏହା ଖୁବ୍ ଟାଣ ଓ ପାଲିସ୍ କଲେ ଏହା ଖୁବ୍ ମସୃଣ ହୁଏ।]