ରଙ୍ଗେଇବା Raṅgeibā

  • ଦେ. କ୍ରି—(ସଂ. ରନ୍ଜ ଧାତୁ ଣିଚ) — ରଞ୍ଜିତ କରିବା — To paint
  • ଦେ. କ୍ରି—(ସଂ. ରନ୍ଜ ଧାତୁ ଣିଚ) — ରକ୍ତ— ବର୍ଣ୍ଣ କରିବା — To redden
  • ଦେ. କ୍ରି—(ସଂ. ରନ୍ଜ ଧାତୁ ଣିଚ) — ରକ୍ତ— ବର୍ଣ୍ଣ ଧାରଣ କରିବା — To become red
  • ଦେ. କ୍ରି—(ସଂ. ରନ୍ଜ ଧାତୁ ଣିଚ) — [ଉ— ଚଅଁର ରଙ୍ଗେଇଲା, ଦିନଦିନକର ଭାବପୀରତି, ଦଇବ ଭଙ୍ଗେଇଲା—ଢଗ।]
  • ଦେ. କ୍ରି—(ସଂ. ରନ୍ଜ ଧାତୁ ଣିଚ) — (ପ୍ରୟୋଜକ)—ଅନ୍ୟଦ୍ୱାରା ରଞ୍ଜନ କର୍ମ କରାଇବା — To cause to paint