ରଙ୍ଗାବତରଣ Raṅgābataraṇa

  • ସଂ. ବି ( 7 ମୀ ତତ୍; ରଙ୍ଗ+ଅବତରଣ) — ଅଭିନୟ ବା ନାଟ କରିବା ପାଇଁ ରଙ୍ଗଭୂମିରେ ଉପସ୍ଥିତ ହେବା — Appearance of an actor or actress on the stage; entrance into the stage
  • ସଂ. ବି ( 7 ମୀ ତତ୍; ରଙ୍ଗ+ଅବତରଣ) — ନଟବୃତ୍ତି — An actor's profession