ରଙ୍ଗାଜୀବ Raṅgājība

  • ସଂ. ବି. ପୁଂ—(ବହୁବ୍ରୀହି; ରଙ୍ଗ=ନାଟ୍ୟଶାଳା, ଚିତ୍ରଣ ଇତ୍ୟାଦି+ଆଜୀବ=ଜୀବିକା ଯାହାର) — ନଟ; ନାଟ୍ୟକାର — An actor
  • ସଂ. ବି. ପୁଂ—(ବହୁବ୍ରୀହି; ରଙ୍ଗ=ନାଟ୍ୟଶାଳା, ଚିତ୍ରଣ ଇତ୍ୟାଦି+ଆଜୀବ=ଜୀବିକା ଯାହାର) — ଚିତ୍ର— କାର — A painter
  • ସଂ. ବି. ପୁଂ—(ବହୁବ୍ରୀହି; ରଙ୍ଗ=ନାଟ୍ୟଶାଳା, ଚିତ୍ରଣ ଇତ୍ୟାଦି+ଆଜୀବ=ଜୀବିକା ଯାହାର) — [ଉ—ପୋଡ଼ୁ ଏ ଦେଶ, ରଙ୍ଗାଜୀବ ନ ମିଳେ, ଦୁର୍ଲ୍ଲଭ ତାହାର ଦର୍ଶନ। ଭଞ୍ଜ. ପ୍ରେମସୁଧାନିଧି]।
  • ସଂ. ବି. ପୁଂ—(ବହୁବ୍ରୀହି; ରଙ୍ଗ=ନାଟ୍ୟଶାଳା, ଚିତ୍ରଣ ଇତ୍ୟାଦି+ଆଜୀବ=ଜୀବିକା ଯାହାର) — ଯେ ବସ୍ତ୍ରାଦିକୁ ରଙ୍ଗାଏ — A dyer
  • ସଂ. ବି. ପୁଂ—(ବହୁବ୍ରୀହି; ରଙ୍ଗ=ନାଟ୍ୟଶାଳା, ଚିତ୍ରଣ ଇତ୍ୟାଦି+ଆଜୀବ=ଜୀବିକା ଯାହାର) — ରଞ୍ଜନ ଦ୍ରବ୍ୟ ପ୍ରସ୍ତୁତକାରୀ — A manufacturer of dyes; colour-manufacturer