ରଙ୍ଗାଜୀବୀ Raṅgājībī

  • ସଂ. ବିଣ. ପୁଂ (ରଙ୍ଗ+ଆଜୀବ+ଇନ୍; 1 ମା 1 ବ) — ଯେ ଚିତ୍ର ବା ରଙ୍ଗ କରିବାଦ୍ୱାରା ପେଟ ପୋଷେ — Earning livehood by painting or dyeing
  • ସଂ. ବି. ପୁଂ — ରଙ୍ଗାଜୀବ (ଦେଖ) — Raṅgājība (See)