ରଙ୍ଗରୁଟ୍ Raṅgaruṭ

  • ବୈଦେ. ବି—(ଇଂ. ରିକ୍ରୂଟ୍) — ସେନାବିଭାଗରେ ବା ପୁଲିସରେ ନୂଆ ହୋଇ ଭର୍ତ୍ତି ହୋଇଥିବା ସିପାହୀ — A new recruit to the army or police
  • ବୈଦେ. ବି—(ଇଂ. ରିକ୍ରୂଟ୍) — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ନୂଆ ପଶିଥିବା ଲୋକ — (figurative) A novice