ରଙ୍ଗ ସଭା Raṅga sabhā

  • ସଂ. ବି — ନୃତ୍ୟସଭା — A gathering where dancing takes place
  • ସଂ. ବି — ନାଚଖାନା — Dancing hall
  • ସଂ. ବି — [ଉ—ରଙ୍ଗ ସଭାର ତଳେ ସାର, ଯେହ୍ନେ ଯୋଡ଼ିଏ ନୃତ୍ୟକାର। ଜଗନ୍ନାଥ. ଭାଗବତ।]
  • ଦେ. ବି — କଂସ ଶ୍ରୀକୃଷ୍ଣଙ୍କୁ ନିମନ୍ତ୍ରଣ କରି ଦେଖାଇବାକୁ ନେଇଥିବା ନୃତ୍ୟଶାଳା — A dancing hall to which Kaṁsa had invited Ṡrīkṛushṇa