ରଙ୍ଗ ଲତା Raṅga latā

  • ସଂ. ବି — ବନ୍ଧୁକାଦି ବର୍ଗର ବୃହତ୍ କ୍ଷୁପ ବିଶେଷ — A creeper used as medicine for colic; Helicteres Ixora, Convolvulus Argenteus
  • ସଂ. ବି — [ଦ୍ର—ଏହା ଏକ ପ୍ରକାର ଲତା। ପତ୍ର ଦନ୍ତୁର; ଫୁଲ ଫିକା ନାଲି; ଛୁଇଁ 2 । 3 ଆଙ୍ଗୁଳ ଲମ୍ବ, ଲୋମଶ, ବଙ୍କା ଓ ମୋଡିମୋଡ଼ିଆ। ଏହା ଶୂଳନାଶକ।] — [ଦ୍ର—ଏହା ଏକ ପ୍ରକାର ଲତା ପତ୍ର ଦନ୍ତୁର; ଫୁଲ ଫିକା ନାଲି; ଛୁଇଁ23ଆଙ୍ଗୁଳ ଲମ୍ବ, ଲୋମଶ, ବଙ୍କା ଓ ମୋଡିମୋଡ଼ିଆ ଏହା ଶୂଳନାଶକ]
  • ଦେ. ବି — ରଙ୍ଗଣୀ (ଦେଖ) — Raṅgaṇī () (See)
  • ଦେ. ବି — ପାଲାରେ ବର୍ଣ୍ଣିତ ମନୋହର ଫାସିଆରାର କନ୍ଯା — The daughter of Manohara Phāsiāra described in the Pālā of that name