ରଙ୍ଗ ରେଖ Raṅga rekha

  • ଦେ. ବିଣ — ରକ୍ତବର୍ଣ୍ଣ ରେଖାଯୁକ୍ତ — Having red outlines
  • ଦେ. ବିଣ — ସୁନ୍ଦର ବର୍ଣ୍ଣ ବିଶିଷ୍ଟ — Of charming colour
  • ଦେ. ବିଣ — [ଉ—ଯେ କୃଷ୍ଣ ଅନୁରାଗ ମୁଖ, ସୁନ୍ଦର ହାସ ରଙ୍ଗରେଖ। ଜଗନ୍ନାଥ. ଭାଗବତ।]