ରଙ୍ଗ ରାଜ Raṅga rāja

  • ବୈଦେ. ବି (ଫା. ରଙ୍ଗ୍ରେଜ୍) — ଚିତ୍ରକାର — Painter
  • ସଂ. ବି — 60 ପ୍ରକାର ତାଳ ମଧ୍ୟରୁ ଏକ (ସଙ୍ଗୀତ ଦାମୋଦର) — 60ପ୍ରକାର ତାଳ ମଧ୍ୟରୁ ଏକ (ସଙ୍ଗୀତ ଦାମୋଦର)—One of the 60 musical cadence