ରଙ୍ଗ ମହଲ୍ Raṅga mahal

  • ବୈଦେ. ବି (ଫା) — ରାଜପ୍ରାସାଦ — Palace
  • ବୈଦେ. ବି (ଫା) — ରାଜପ୍ରାସାଦ ତୁଲ୍ୟ ଅଟ୍ଟାଳିକା — Palatial building
  • ବୈଦେ. ବି (ଫା) — ବୈଠକଖାନା — Parlour; drawing room
  • ବୈଦେ. ବି (ଫା) — ସୁସଜ୍ଜିତ ନାଚଖାନା — A well furnished dancing hall
  • ବୈଦେ. ବି (ଫା) — ସୁସଜ୍ଜିତ ଶୟନାଗାର; କେଳି ମନ୍ଦିର — Well equipped sleeping room
  • ବୈଦେ. ବି (ଫା) — ଭୋଗବିଳାସର ସ୍ଥାନ — A place for amusements enjoyments