ରଙ୍ଗ ଭୂମି Raṅga bhūmi

  • ସଂ. ବି — ନାଟ୍ୟଭୂମି; ନାଟ୍ୟଶାଳା — A stage; a theatre; a dancing hall
  • ସଂ. ବି — ଉତ୍ସବାଦି ପାଇଁ ଘେରାଯାଇ ଥିବା ସ୍ଥାନ — A place enclosed for play, dancing or other amusements
  • ସଂ. ବି — ରଣଭୂମି — Field of battle
  • ସଂ. ବି — ମଞ୍ଚଭୂମି — Wrestling ground; arena
  • ସଂ. ବି — (ଲକ୍ଷଣାର୍ଥ) ମନୁଷ୍ୟର କର୍ମକ୍ଷେତ୍ର — One's field of action; field of one's activities