ରଙ୍ଗ ଭୂତି Raṅga bhūti

  • ସଂ. ବି (ବହୁବ୍ରୀହି, ରଙ୍ଗ=ନୃତ୍ୟଗୀତାଦି+ଭୂତି=ହେବା; ଯେଉଁରାତ୍ରି ଦ୍ୟୂତାଦିକ୍ରୀଡ଼ାଦ୍ୱାରା ଅତିବାହିତ ହୁଏ) — କୋଜାଗର ପୂର୍ଣ୍ଣିମା; ଆଶ୍ୱିନ ପୂର୍ଣ୍ଣିମା; କୌମୁଦୀ ପୂର୍ଣ୍ଣିମା; କୁମାର ପୂର୍ଣ୍ଣିମା; ଲକ୍ଷ୍ମୀ ପୂଜା — The fullmoon of the month of Āṡwina
  • ସଂ. ବି (ବହୁବ୍ରୀହି, ରଙ୍ଗ=ନୃତ୍ୟଗୀତାଦି+ଭୂତି=ହେବା; ଯେଉଁରାତ୍ରି ଦ୍ୟୂତାଦିକ୍ରୀଡ଼ାଦ୍ୱାରା ଅତିବାହିତ ହୁଏ) — [ଦ୍ର—ଏ ରାତିରେ ଲକ୍ଷ୍ମୀ ପୃଥିବୀକୁ ବୁଲିବାକୁ ଆସି ଯାହାକୁ ରାତିରେ ଉନ୍ନିଦ୍ର ହେବାର ଦେଖନ୍ତି ତାକୁ ଧନଶାଳୀ କରାନ୍ତି ବୋଲି ଲୋକ ବିଶ୍ୱାସ।]