ରଙ୍ଗ ଭଙ୍ଗ Raṅga bhaṅga

  • ସଂ. ବି — ଆମୋଦପୂର୍ବକ ନାନା ଭାବଭଙ୍ଗୀ ପ୍ରକାଶ — Lascivious gestures
  • ଦେ. ବି — ଆମୋଦର ସ୍ରୋତରେ ବାଧାର ଉପସ୍ଥିତି; ରସଭଂଗ — Impediment to merriment; interruption in gaiety