ରଙ୍ଗ ଫକା ପଡ଼ିବା Raṅga phakā paṟḍ̠hibā

  • ଦେ. ବି — ଖରା, ପାଣି, ପବନ, ଜଳବାୟୁ ବା କାଳର ପ୍ରଭାବରୁ କୌଣସି ବସ୍ତୁ ଉପରେ ଦିଆ ଯାଇଥିବା ରଙ୍ଗ ମ୍ଳାନ ହେବା; ରଙ୍ଗ ଛାଡ଼ିଯିବା — The waning of the colour or paint of a thing owing to exposure to air, sun or water
  • ଦେ. ବି — ଭୟ ବା ରୋଗ ଯୋଗୁଁ ଚେହେରା ବିବର୍ଣ୍ଣ ହେବା — Paleness of one's appearance or countenance due to fear or disease