ରଙ୍ଗ ପସରା Raṅga pasarā

  • ଦେ. ବି — ଲୋଭନୀୟବର୍ଣ୍ଣଯୁକ୍ତ ପଣ୍ୟସାମଗ୍ରୀପୂର୍ଣ୍ଣ ପସରା ବା ଡାଲା — A tray full of fancy articles
  • ଦେ. ବି — (ଉ—ରଙ୍ଗପସରା ସିନା ଭବସାଗର, ରଙ୍ଗ ଭିତରେ ଦେଖ କି ନାରଖାର— ମନବୋଧ ଚଉତିଶା।)