ରଙ୍ଗ ଦ୍ୱାର Raṅga dwāra

  • ସଂ. ବି ( 6 ଷ୍ଠୀ ତତ୍) — ରଙ୍ଗମଞ୍ଚର ଦ୍ୱାର — Stage door (Apte)
  • ସଂ. ବି ( 6 ଷ୍ଠୀ ତତ୍) — ନାଟକର ପ୍ରସ୍ତାବନା — The prologue of a drama