ରଙ୍ଗ ଦେବତା Raṅga debatā
- ସଂ. ବି — ନୃତ୍ୟରଙ୍ଗାଦିର ଅଧିଷ୍ଠାତ୍ରୀରୂପେ କଳ୍ପିତା ଦେବୀ — The Goddess supposed to preside over sports and public diversions generally (Apte)
- ସଂ. ବି — ରଙ୍ଗଭୂମିର ଅଧିଷ୍ଠାତ୍ରୀ ଦେବତା — The Goddess supposed to preside over arenas and theatres