ରଙ୍ଗ ଦାଯକ Raṅga dāyaka
- ସଂ. ବି — କଙ୍କୁଷ୍ଠ; ମୃତ୍ତିକା ବିଶେଷ — A kind of medicinal earth
- ସଂ. ବି — [ଦ୍ର—ଏହା ଧଳା ଓ ସୁନୁଲି; ଔଷଧରେ ବ୍ଯବହୃତ ହୁଏ (କଙ୍କୁଷ୍ଠ ଦେଖ); ଏହା ରେଚକ, କଟୁତିକ୍ତରସ, ଉଷ୍ଣବୀର୍ଯ୍ୟ ଓ ବର୍ଣ୍ଣପ୍ରଦ। ଏହା କ୍ରିମି, ଶୋଥ୍ୟ ଉଦରାଧ୍ମାନ, ଗୁଳ୍ମ, ଆନାହ ଓ କଫ ନାଶକ—ଦ୍ରବ୍ଯଗୁଣ।]