ରଙ୍ଗ ତାମସା Raṅga tāmasā

  • ଦେ. ବି (ସହଚର+ ସଂ. ରଙ୍ଗ+ଫା. ତମାସା) — ହାସ୍ୟ କୌତୁକ — Fun
  • ଦେ. ବି (ସହଚର+ ସଂ. ରଙ୍ଗ+ଫା. ତମାସା) — ନାଟରଙ୍ଗ — Dancing and frolic
  • ଦେ. ବି (ସହଚର+ ସଂ. ରଙ୍ଗ+ଫା. ତମାସା) — ଥଟ୍ଟା — Joke; jest