ରଙ୍ଗ ଢଙ୍ଗ Raṅga ḍhaṅga

  • ଦେ. ବି (ସହଚର) — ଚାଲିଚଳନ; ଆଚରଣ — Conduct; deportment
  • ଦେ. ବି (ସହଚର) — କୌତୁକ ଓ ଭଙ୍ଗୀ — Tricks or pranks
  • ଦେ. ବି (ସହଚର) — ଆଡ଼ମ୍ବର — Splendour
  • ଦେ. ବିଣ ରଙ୍ଗ ଚଙ୍ଗ (ଦେଖ) — Raṅga chaṅga (See)