ରଙ୍କା ଛଡ଼ାଇବା Raṅkā chhardaibā

  • ଦେ. କ୍ରି — କୌଣସି ଦ୍ରବ୍ୟର ପୂର୍ଣ୍ଣ ଭୋଜନ ବା ଭୋଗ ଦ୍ୱାରା ତଜ୍ଜନ୍ୟ ମନର ଲାଳସାକୁ ତୃପ୍ତି କରିବା — To satiate one's hankering after something by partaking of it or enjoying it to the fill