ରଙ୍କପଣ Raṅkapana

  • ଦେ. ବି — ଲାଳାୟିତହେବାର ଢଙ୍ଗ; ଲୁବ୍ଧପଣ; ଲୋଭୀପଣ — Avariciousness
  • ଦେ. ବି — [ଉ—ଅସୁର ସୁରଙ୍କା ରମ୍ୟ ଦ୍ରବ୍ୟ ରଙ୍କପଣ ଶୁଣି ସିନ୍ଧୁ ଜୁରରେ କବିସୂର୍ଯ୍ୟ—ସଙ୍ଗୀତ।]