ରଙ୍କା Raṅkā

  • ଦେ. ବି—(ସଂ. ରଙ୍କ) — କୌଣସି ବିଷୟପ୍ରତି ଲାଳସା; ଭୋଜ୍ୟବସ୍ତୁ ପ୍ରତି ଲାଳସା; ଟକ — Hankering after a thing; inordinate hankering after a peculiar food
  • ବିଣ — ଲୋଭୀ — Avaricious
  • ବିଣ — ଭୋଜନ ଲୋଭୀ — Greedy; avaricious after food
  • ବିଣ — କୌଣସି ବିଷୟ ପାଇଁ ଲାଳାୟିତ — Hankering after any thing