ରଘୁବଂଶୀ Raghubamṡī

  • ସଂ. ବିଣ. ପୁଂ (ରଘୁବଂଶ+ଇନ୍; 1 ମା 1 ବ) — ରଘୁବଂଶରେ ଜାତ ରାମଚନ୍ଦ୍ର — Rāmachandra
  • ସଂ. ବିଣ. ପୁଂ (ରଘୁବଂଶ+ଇନ୍; 1 ମା 1 ବ) — (ଉ—ରାମ ମୁଖକୁ ଚାହି କହଇ ବିକଳାଇ ଶୁଣ ଧାର୍ମିକ ରଘୁବଂଶୀ)— ବିଶ୍ୱନାଥ. ବିଚିତ୍ରରାମାୟଣ।)