ରଘୁବଂଶିକ Raghubaṁṡika

  • ସଂ. ବି. ପୁଂ (ରଘୁବଂଶିନ୍+ସ୍ୱାର୍ଥେ କ) — ରଘୁବଂଶଜାତ ବ୍ଯକ୍ତି — A person born in the family of Raghu
  • ସଂ. ବି. ପୁଂ (ରଘୁବଂଶିନ୍+ସ୍ୱାର୍ଥେ କ) — ରାମଚନ୍ଦ୍ର — Rāmachandra
  • ସଂ. ବି. ପୁଂ (ରଘୁବଂଶିନ୍+ସ୍ୱାର୍ଥେ କ) — (ଉ—ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ— ଭଞ୍ଜ. ବୈଦେହୀଶବିଳାସ।)