ରଘୁବଂଶ ତିଳକ Raghubaṁṡa tiḻaka

  • ସଂ. ବି—( 7 ମୀ ତତ୍, ରଘୁବଂଶ+ତିଳକ) — ରଘୁ— ବଂଶୀୟ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ; ରାମଚନ୍ଦ୍ର — Rāmachandra