ରଘୁନାଥିଆ Raghunāthiā
- ପ୍ରାଦେ (ସମ୍ବଲପୁର) ବି — ଏକଶ୍ରେଣୀର ବ୍ରାହ୍ମଣ — A class of Brahmanas of Sambalpur
- ପ୍ରାଦେ (ସମ୍ବଲପୁର) ବି — [ଦ୍ର— କିମ୍ବଦନ୍ତୀ ଅଛି ଯେ ହିନ୍ଦୋଳର ଜନୈକ ରାଜା ରଘୁନାଥଦେବ ପୂର୍ବେ ଏମାନଙ୍କ ପୂର୍ବପୁରୁଷମାନଙ୍କୁ 5 ଖଣ୍ଡି ଗ୍ରାମ ଦାନ କରି ଆଣି ତାଙ୍କ ରାଜ୍ୟରେ ରଖାଇଥିଲେ ଓ ଏହିମାନଙ୍କ ବଂଶ ସମ୍ବଲପୁରରେ ଓ ଅନ୍ୟାନ୍ୟ ଗଡ଼ଜାତରେ ବ୍ୟାପିଲେ। ଓଡ଼ିଶାର ଅନ୍ଯ ଅଞ୍ଚଳର ମାସ୍ତାନ ବା ବଳଭଦ୍ରଗୋତ୍ରୀ ବ୍ରାହ୍ମଣଙ୍କ ପରି ସମ୍ବଲପୁର ବ୍ରାହ୍ମଣ—ସମାଜରେ ଏମାନଙ୍କର ସ୍ଥାନ। ସମ୍ବଲପୁର ବ୍ରାହ୍ମଣମାନେ ସାଧାରଣତଃ 3 ଶ୍ରେଣୀରେ ବିଭକ୍ତ; ଓଡ଼ିଆ, ଝାଡ଼ୁଆ ଓ ରଘୁନାଥିଆ।] — [ଦ୍ର— କିମ୍ବଦନ୍ତୀ ଅଛି ଯେ ହିନ୍ଦୋଳର ଜନୈକ ରାଜା ରଘୁନାଥଦେବ ପୂର୍ବେ ଏମାନଙ୍କ ପୂର୍ବପୁରୁଷମାନଙ୍କୁ5ଖଣ୍ଡି ଗ୍ରାମ ଦାନ କରି ଆଣି ତାଙ୍କ ରାଜ୍ୟରେ ରଖାଇଥିଲେ ଓ ଏହିମାନଙ୍କ ବଂଶ ସମ୍ବଲପୁରରେ ଓ ଅନ୍ୟାନ୍ୟ ଗଡ଼ଜାତରେ ବ୍ୟାପିଲେ ଓଡ଼ିଶାର ଅନ୍ଯ ଅଞ୍ଚଳର ମାସ୍ତାନ ବା ବଳଭଦ୍ରଗୋତ୍ରୀ ବ୍ରାହ୍ମଣଙ୍କ ପରି ସମ୍ବଲପୁର ବ୍ରାହ୍ମଣ—ସମାଜରେ ଏମାନଙ୍କର ସ୍ଥାନ ସମ୍ବଲପୁର ବ୍ରାହ୍ମଣମାନେ ସାଧାରଣତଃ3ଶ୍ରେଣୀରେ ବିଭକ୍ତ; ଓଡ଼ିଆ, ଝାଡ଼ୁଆ ଓ ରଘୁନାଥିଆ]
- ପ୍ରାଦେ. (ଗଞ୍ଜାମ) ବି — ପଣ୍ଡା ପାଢ଼ିଆଦିଙ୍କଠାରୁ ନିକୃଷ୍ଟତର ବ୍ରାହ୍ମଣ ବିଶେଷ — A class of inferior Brāhmaṇas
- ଦେ. ବି. ପୁଂ — (ଅନାଦରାର୍ଥକ) ରଘୁନାଥର ଡାକ ନାମ — A name for calling Raghunātha