ରଘୁନାଥ ହରିଚନ୍ଦନ Raghunātha harichandana

  • ଦେ. ବି (ନାମ) — ବାଣପୁରର ଜଣେ ରାଜା — Name of a king of Bāṇapura in Puri District
  • ଦେ. ବି (ନାମ) — [ଦ୍ର—ଏ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ରାଜା ଥିଲେ ଓ ଲୀଳାବତୀ ନାମକ ଓଡ଼ିଆ କାବ୍ୟ ରଚନା କରିଥିଲେ।]