ରଘୁନାଥ ରାୱ Raghunātha rāwa
- ଦେ. ବି — ପୁନାର ତଦାନୀନ୍ତନ ପେଶୱାଙ୍କ ଭାଇ — Name of a brother of the Peṡwa
- ଦେ. ବି — [ଦ୍ର—ଏ ଖ୍ରୀ 1758 ରେ ପଞ୍ଜାବ ଆକ୍ରମଣ କଲେ ଓ ଏଥିଯୋଗୁଁ ଅଯୋଧ୍ୟାର ନବାବ୍ ଆହାମଦ୍ସାହା ଆବ୍ଦାଲୀ ଓ ରୋହିଲାମାନଙ୍କ ସହାୟତାରେ — [ଦ୍ର—ଏ ଖ୍ରୀ1758ରେ ପଞ୍ଜାବ ଆକ୍ରମଣ କଲେ ଓ ଏଥିଯୋଗୁଁ ଅଯୋଧ୍ୟାର ନବାବ୍ ଆହାମଦ୍ସାହା ଆବ୍ଦାଲୀ ଓ ରୋହିଲାମାନଙ୍କ ସହାୟତାରେ
- ଦେ. ବି — ମରହଟ୍ଟାଙ୍କ ସଙ୍ଗେ ତୃତୀୟ ପାଣିପଥ ଯୁଦ୍ଧ ଖ୍ରୀ 1761 ରେ କରି ମରହଟ୍ଟାମାନଙ୍କୁ ପରାସ୍ତ କଲେ—ପ୍ରୋଥେରା. ଭାରତ ଇତିହାସ। — ମରହଟ୍ଟାଙ୍କ ସଙ୍ଗେ ତୃତୀୟ ପାଣିପଥ ଯୁଦ୍ଧ ଖ୍ରୀ1761ରେ କରି ମରହଟ୍ଟାମାନଙ୍କୁ ପରାସ୍ତ କଲେ—ପ୍ରୋଥେରା. ଭାରତ ଇତିହାସ