ରଘୁନାଥ ଭଟ୍ଟାଚାର୍ୟ୍ୟ Raghunātha bhaṭṭāchārj̄ya
- ଦେ. ବି (ନାମ) — ସ୍ୱନାମଧନ୍ୟ ବଙ୍ଗୀୟ ପଣ୍ଡିତ — A famous Bengali Pandit (the descendant of Swāmi Rāmānanda the annotator of Amara Kosha)
- ଦେ. ବି (ନାମ) — [ଦ୍ର—ଏ ଅମରକୋଷ ଟୀକାକାର ସ୍ୱାମୀ ରାମାନନ୍ଦଙ୍କ ବଂଶର ଜଣେ ପ୍ରାଚୀନ ପଣ୍ଡିତ ଥିଲେ।]