ରଘୁନନ୍ଦନ ଭଟ୍ଟାଚାର୍ୟ୍ୟ Raghunandana bhaṭṭāchārj̄ya
- ଦେ. ବି (ନାମ) — ବଙ୍ଗୀୟ ସ୍ମୃତି ଗ୍ରନ୍ଥକାର — Name of a commentator on the Hindu law whose opinion prevails in Bengal
- ଦେ. ବି (ନାମ) — [ଦ୍ର—ଏ ଚୈତନ୍ୟଦେବଙ୍କ ସମସାମୟିକ ଥିଲେ। ନବଦ୍ୱୀପ ଏହାଙ୍କ ଜନ୍ମସ୍ଥାନ। ଏ ମନ୍ୱାଦିସ୍ମୃତିରୁ ଓ ପୁରାଣରୁ ସାର ସଂଗ୍ରହ କରି ବର୍ତ୍ତମାନକାଳୋପଯୋଗୀ ଅଷ୍ଟାବିଂଶତି ତତ୍ତ୍ୱଯୁକ୍ତ ବ୍ଯବସ୍ଥାଗ୍ରନ୍ଥ ରଚନା କରି ଯାଇ ଅଛନ୍ତି। ଏହାଙ୍କ ସ୍ମୃତି ଅନୁସାରେ ବଙ୍ଗୀୟ ହିନ୍ଦୁସମାଜ ବର୍ତ୍ତମାନ ପରିଚାଳିତ। (ସୁବଳଚନ୍ଦ୍ର)]