ରଘୁ ବଂଶ Raghu baṁṡa

  • ସଂ. ବି—( 6 ଷ୍ଠୀ ତତ୍; ରଘୁ +ବଂଶ) — ରଘୁ ରାଜାଙ୍କର ବଂଶ; ରଘୁକୁଳ — The dynasty of king Raghu
  • ସଂ. ବି—( 6 ଷ୍ଠୀ ତତ୍; ରଘୁ +ବଂଶ) — (ବହୁବ୍ରୀହି; ରଘୁ— ବଂଶ ବର୍ଣ୍ଣିତ ହୋଇଅଛି ଯହିଁରେ)—କାଳିଦାସ ପ୍ରଣୀତ ମହାକାବ୍ୟ — Name of the Sankrit epic poem by Kāḻidāsa
  • ସଂ. ବି—( 6 ଷ୍ଠୀ ତତ୍; ରଘୁ +ବଂଶ) — [ଦ୍ର— ରଘୁବଂଶ ମହାକାବ୍ୟରେ ରଘୁଙ୍କ ପିତା ଦିଲୀପଙ୍କଠାରୁ କୁଶଙ୍କ ପୁତ୍ର ଅଗ୍ନିବର୍ଣ୍ଣ ପର୍ଯ୍ୟନ୍ତ ଅଯୋଧ୍ୟାର ରାଜାମାନଙ୍କ ବିଷୟ ବର୍ଣ୍ଣିତ ଅଛି। ଏ ମହାକାବ୍ୟ 19 ସର୍ଗରେ ବିଭକ୍ତ। ପ୍ରଥମ 8 ସର୍ଗରେ ଦିଲୀପ, ରଘୁ ଓ ଅଜଙ୍କ ବିଷୟ, 9 ମ ଠାରୁ 15 ଶ ସର୍ଗରେ ଦଶରଥ ଓ ଶ୍ରୀରାମଚନ୍ଦ୍ରଙ୍କର ଓ ଅବଶିଷ୍ଟ 4 ସର୍ଗରେ କୁଶ ଓ ତାଙ୍କ ପୁତ୍ର ଅଗ୍ନିବର୍ଣ୍ଣଙ୍କ ବିଷୟ ବର୍ଣ୍ଣିତ ହୋଇଅଛି। ରଚନାର ଲାଳିତ୍ୟ ଓ ମାଧୁର୍ଯ୍ଯ ଓ ଭାଷାର ସରଳତାରେ ଏହି କାବ୍ୟ ସଂସ୍କୃତରେ ଅଦ୍ୱିତୀୟ। ଏ କାବ୍ୟର ମଲ୍ଲିନାଥକୃତ ଟୀକା ସର୍ବତ୍ର ଆଦୃତ ଓ ପ୍ରସିଦ୍ଧ।] — [ଦ୍ର— ରଘୁବଂଶ ମହାକାବ୍ୟରେ ରଘୁଙ୍କ ପିତା ଦିଲୀପଙ୍କଠାରୁ କୁଶଙ୍କ ପୁତ୍ର ଅଗ୍ନିବର୍ଣ୍ଣ ପର୍ଯ୍ୟନ୍ତ ଅଯୋଧ୍ୟାର ରାଜାମାନଙ୍କ ବିଷୟ ବର୍ଣ୍ଣିତ ଅଛି ଏ ମହାକାବ୍ୟ19ସର୍ଗରେ ବିଭକ୍ତ ପ୍ରଥମ8ସର୍ଗରେ ଦିଲୀପ, ରଘୁ ଓ ଅଜଙ୍କ ବିଷୟ,9ମ ଠାରୁ15ଶ ସର୍ଗରେ ଦଶରଥ ଓ ଶ୍ରୀରାମଚନ୍ଦ୍ରଙ୍କର ଓ ଅବଶିଷ୍ଟ4ସର୍ଗରେ କୁଶ ଓ ତାଙ୍କ ପୁତ୍ର ଅଗ୍ନିବର୍ଣ୍ଣଙ୍କ ବିଷୟ ବର୍ଣ୍ଣିତ ହୋଇଅଛି ରଚନାର ଲାଳିତ୍ୟ ଓ ମାଧୁର୍ଯ୍ଯ ଓ ଭାଷାର ସରଳତାରେ ଏହି କାବ୍ୟ ସଂସ୍କୃତରେ ଅଦ୍ୱିତୀୟ ଏ କାବ୍ୟର ମଲ୍ଲିନାଥକୃତ ଟୀକା ସର୍ବତ୍ର ଆଦୃତ ଓ ପ୍ରସିଦ୍ଧ]