ରଗଡ଼ି ହେବା Ragaṟḍ̠i hebā

  • ଦେ. କ୍ରି ଆଖି ମଧ୍ୟରେ ବାଲି ଆଦି ପଶିବା ଯୋଗୁଁ କୁଣ୍ଡାଇ ହେବା — To have itching sensation in the eye owing to the presence of sand etc in it
  • ଦେ. କ୍ରି (ଗୋଡ଼ର ବା ହାତର ଗଣ୍ଠି) ପଥରରେ ବା ଭୂମିରେ ଘସି ହେବା — To be bruised (said of the wrist or ankle)
  • ଦେ. କ୍ରି ରଗଡ଼ା ହୋଇ ପାରିବା — To be capable of being ground