ରଗିବା Ragibā

  • ଦେ. କ୍ରି—(ସଂ. ରଂଜ ଧାତୁ) — ରାଗାନ୍ୱିତ ହେବା — To be angry; to be in a fit of rage
  • ପ୍ରାଦେ. (ଗଡ଼ଜାତ) କ୍ରି. କଷେଇବା; ରଞ୍ଜିତ କରିବା — To dye with a colour