ରଗାଇବା Ragāibā

  • ଦେ. କ୍ରି ରାଗିବା କ୍ରିୟାର ଣିଜନ୍ତରୂପ — The causative form of (rāgibā)
  • ଦେ. କ୍ରି ଅନ୍ଯ ବ୍ଯକ୍ତିକୁ ରାଗାନ୍ୱିତ କରାଇବା — To irritate a person; to make a person angry
  • ଦେ. କ୍ରି [ଉ—କହୁଛି ମତେ ରଗାନା, ମୋ ସାଙ୍ଗରେ ତୁ ଲାଗନା। ଢଗ।]