ରଗ ମରିଯିବା Raga marij̄ibā

  • ଦେ. ବି. ଉପଯୁକ୍ତ ପ୍ରତିଘାତଦ୍ୱାରା ରାଗର ଶାନ୍ତି ହେବା — The cooling of rage on being met with rage
  • ଦେ. ବି. ପରିଶ୍ରମାଦିଦ୍ୱାରା ସ୍ଫୁର୍ତ୍ତିର ଶାନ୍ତି — Cooling of itching or sprightliness by hard labour
  • ଦେ. ବି. [ଯଥା—ବୁଢ଼ା ହୋଇ ଯିବାରୁ ତାର ରଗ ମରି ଗଲାଣି।]