ରଖେଇ ଥୋଇ ନ ଦେବା Rakhei thoi na debā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଅସ୍ଥିର କରି ପକାଇବା; ବ୍ୟତିବ୍ୟସ୍ତ କରିବା — Not to let a person live in peace; to pester a person much; to persecute or harass a person