ରଖୁଆଳି Rakhuāḻi

  • ଦେ. ବିଣ (ସଂ. ରକ୍ଷାପାଳ; ରକ୍ଷାକର, ରକ୍ଷାକାରୀ) — ରକ୍ଷା କାରକ — Saving; protecting
  • ବି — ରକ୍ଷକ ବ୍ଯକ୍ତି — Protector; patron
  • ବି — [ଉ—ଆମ୍ଭେ ତୁମ୍ଭଙ୍କୁ ରଖୁଆଳ, ଭୟ ନ କରି ତୁମ୍ଭେ ଚଳ—ରାମଦାସ. ଦାଢ୍ୟତାଭକ୍ତି।]
  • ବି — ଗୋରୁ ଆଦି ଜଗିବା ବ୍ଯକ୍ତି; ଜଗୁଆଳ; ପାଳକ — A person who tends cattle
  • ବି — [ଉ—ଯଥା ମହାବଳ, ରଖୁଆଳଶୂନ୍ଯ ଗେଷ୍ଠେ ପଶି, ଅବହେଳେ ବିନାଶେ ଗୋଯୂଥ। ଚିନ୍ତାମଣି. ବିକ୍ରମାଦିତ୍ୟ।]
  • ବି — [ଦ୍ର— ଗୋମେଷାଦି ପାଳିତ ଜୀବମାନଙ୍କ ସଙ୍ଗେ ଏ ଶବ୍ଦ ଯୁକ୍ତ ହୁଏ ଯଥା—ଗୋରୁ ରଖୁଆଳ, ଛେଳି ରଖୁଆଳ ଇତ୍ୟାଦି।]
  • ବି — ପହରାବାଲା — Watchman