ରଖି ଯିବା Rakhi j̄ibā
- ଦେ. କ୍ରି — ପରିବାରସ୍ଥ ଅନ୍ଯ ବ୍ଯକ୍ତିଙ୍କ ବା ଉତ୍ତରାଧିକାରୀଙ୍କୁ ତ୍ୟାଗ କରି ମୃତ ହେବା; ଛାଡ଼ିବା — To leave (person surviving as heirs)
- ଦେ. କ୍ରି — ଆପଣା ମୃତ୍ୟୁ ପରେ କୌଣସି ବିଷୟ ସ୍ଥାୟୀ ହୋଇ ରହିବାର ଉପାୟ କରି ମରିବା — To die after making provision for a matter